21.1 C
Bhubaneswar
Wednesday, February 4, 2026
Homeଓଡିଶାବିଜେଡି ଛାଡିଲେ ବରୀ ବ୍ଲକ ଅଧ୍ୟକ୍ଷ

ବିଜେଡି ଛାଡିଲେ ବରୀ ବ୍ଲକ ଅଧ୍ୟକ୍ଷ

ଯାଜପୁର: ଯାଜପୁରରେ ବିଜେଡିକୁ ବଡ ଝଟକା ।  ଦଳ ଛାଡିଲେ  ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି  ା ବରୀ ସମର୍ଥିତ  ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ବିଜେଡି ଛାଡିଥିବା କହିଛନ୍ତି । ସୂଚନାଥାଉକି, ଏବେ ବହୁନେତା କର୍ମୀ ବିଜେଡି ଛାଡି ବିଜେପିରେ ମିଶୁଛନ୍ତି । କିଛିଦିନ ତଳେ ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି  ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମହୋନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବହୁ ବିଜେପୀ କର୍ମୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ । ଅନ୍ୟପଟେ ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ଥିବା ବେଳେ ଜୋର ସୋରରେ ମୈଦାନକୁ ଓହ୍ଲାଇ ପ୍ରଚାର କରୁଛି ବିଜେଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking