28.1 C
Bhubaneswar
Monday, October 21, 2024
Homeଦେଶ ବିଦେଶବାଂଲାଦେଶରେ ଟ୍ରେନ୍ ଦୁର୍ଘଟଣାରେ ୧୫ ମୃତ

ବାଂଲାଦେଶରେ ଟ୍ରେନ୍ ଦୁର୍ଘଟଣାରେ ୧୫ ମୃତ

ନୂଆଦିଲ୍ଲୀ: ବାଂଲାଦେଶର କିଶୋରଗଂଜରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗସ୍ତ ହୋଇଛି । ଟ୍ୟେନଟି ଏକ ଯାତ୍ରୀବାହୀଙ୍କୁ ଧକ୍କା ଦେଇଛି । ଦୁର୍ଘଟଣାରେ୧୫ ଜଣ ଲୋକଙ୍କ ଜୀବନ ଯାଇଛି । ରାଜଧାନୀ ଢ଼ାକାରୁ ପାଖାପାଖି ୮୦ କିଲୋମିଟର ଦୂର ଭୈରବ ଠାରେ ଏକ ଯାତ୍ରୀବାହୀ ଟ୍ରେନ୍ ମାଲଗାଡ଼ି ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହେବାର ଆଶଙ୍କା ରହିଛି । ଅନେକ ଆହତ ହୋଇଥିବା ଲୋକ ରେଳଡବା ତଳେ ରହିଛନ୍ତି । କିଶୋରଗ୍ଜରେ ଯାତ୍ରୀବାହୀ ଓ ମାଲଗାଡ଼ି ମଧ୍ୟରେ ହୋଇଥିଲା ଦୁର୍ଘଟଣା । ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀର ୫ଜଣିଆ ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀ ପୋଲିସ ଅଧିକାରୀ ସିରାଜୁଲ ଇସଲାମ କହିଛନ୍ତି ଯେ, ମୃତୁ୍ୟସଂଖ୍ୟ ବଢ଼ିବାର ଆଶଙ୍କା ରହିଛି । ଯୁଦ୍ଧକାଳିନ ଭିତ୍ତିରେ ଉତ୍ତାରକାର୍ଯ୍ୟ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking