26.1 C
Bhubaneswar
Sunday, May 3, 2026
Homeଓଡିଶାନିଲମ୍ବନ ହେବେ ବାମରା ତହସିଲଦାର: ମନ୍ତ୍ରୀ

ନିଲମ୍ବନ ହେବେ ବାମରା ତହସିଲଦାର: ମନ୍ତ୍ରୀ

ଭୁବନେଶ୍ୱର: ଲାଞ୍ଚ ନେଇ ବାମରା ତହସିଲଦାର ଗିରଫ ଘଟଣାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କହିଛନ୍ତି, ଦୁର୍ନୀତି କରି ଅନେକ ଅଫିସର ଜେଲ ଗଲେଣି । ୨୦୧୯ ବ୍ୟାଚର ଟପ୍ପର ଲାଞ୍ଚ ନେଇଛନ୍ତି । ଖବୁଶୀଘ୍ର ତାଙ୍କୁ ନିଲମ୍ବନ କରାଯିବ । ୨ ଦିନ ତଳେ କୁଚିଣ୍ଡା ତହସିଲଦାର ନିଲମ୍ବିତ ହୋଇଛନ୍ତି । ସୂଚନାଥାଉକି, ୨୦୧୯ ବ୍ୟାଚ୍‌ର ଓଏଏସ୍‌ ଟପର୍‌ ତଥା ଏବେ ସମ୍ବଲପୁର ଜିଲ୍ଲାର ବାମରା ତହସିଲଦାର ଥିବା ଅଶ୍ୱିନୀ କୁମାର ପଣ୍ଡା ଏବଂ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଗତକାଲି ଧରାପଡ଼ିଛନ୍ତି। ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଏହି ଯୁବ ଓଏଏସ୍‌ ଅଧିକାରୀଙ୍କ ସହିତ ତାଙ୍କ ଡ୍ରାଇଭରକୁ ଗିରଫ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking