26.1 C
Bhubaneswar
Wednesday, February 11, 2026
Homeଓଡିଶାବଳରାମ ସ୍ମୃତି କ୍ରିକେଟ ଟୁର୍ନାମେଣ୍ଟ ଖେଳ ଉଦଯାପିତ

ବଳରାମ ସ୍ମୃତି କ୍ରିକେଟ ଟୁର୍ନାମେଣ୍ଟ ଖେଳ ଉଦଯାପିତ

ଯାଜପୁର:ଆଜି ଯାଜପୁର ଜିଲ୍ଲା ର କୋରେଇ ବ୍ଲକ ଅଧିନସ୍ଥ ଗୌରପୁର ଗ୍ରାମପଂଚାୟତ ର ନୟାହାଟପାଟଣା ଖେଳପଡିଆ ଠାରେ ବଳରାମ ମେମୋରିଆଲ ପକ୍ଷରୁ ୭ ଦିନ ଧରି ବିଭିନ୍ନ ଟିମ ମାନେ ଅଂଶଗ୍ରହଣ କରିବା ପରେ ଫାଇନାଲ ମ୍ୟାଚ ତୁଳସୀ ପୁରଓ ସାଇଁନଟୋ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଶେଷରେ ଚମ୍ପିୟାନ ରେ ତୁଳସୀପୁର ଦଳ କୁ ବିଜୟୀ ଘୋଷଣା କରାଯାଇଥିଲା ସେଠାରେ ପ୍ରତିଯୋଗୀ ମାନଙ୍କୁ ସିଲ କପ ଓ ଅର୍ଥରାଶି ପ୍ରଦାନ ସହିତ ଏକ ସଭା ଦଳିତ ନେତା ଶ୍ରୀଧର ଜେନା ଙ୍କ ଅଧକ୍ଷତା ରେ ଆୟୋଜିତ ହୋଇ ଥିଲା ଏହି ସଭାରେ ଅଣସଂଗଠିତ ଶ୍ରମିକକର୍ମଚାରୀ କଂଗ୍ରେସ ର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଓ ଗୌରପୁର ଗ୍ରାମପଞ୍ଚାୟତ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର,ପ୍ରଧାନଶିକ୍ଷୟତ୍ରୀ ମନୋରମା ହାତୀ, ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ରଥ, ଶିକ୍ଷକ ପ୍ରଶାନ୍ତ କୁମାର ଖଟୁଆ ମୁଖ୍ୟଅତିଥି ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେକି ଗ୍ରାମାଞ୍ଚଳ ର ଖେଳ ପଡିଆ ର ଉର୍ନତି କାରଣ ହେଲେ ଯୁବକ ମାନେ ମାନସିକ ଓ ଶାରୀରିକ ଭାବେ ସଶକ୍ତ ହେବା ସହିତ ଭବିଷତ ରେ ଜଣେ ଉତ୍ତମ ଖେଳାଳି ଭାବ ଉଚ୍ଚପ୍ରଶଂସିତ ହୋଇ ପାରିବ ଉକ୍ତ କ୍ରିକେଟ ମ୍ୟାଚ କୁ ପରିଚାଳନା ନିମନ୍ତେ ଅଣସଂଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସ କୋରାଇ ସଭାପତି ମହେନ୍ଦ୍ର କୁମାର ମହାପାତ୍ର, ଵାପିନ ଜେନା, ଭ୍ରମର କାହାଳି, ବାଇଧର ପରିଡା, ନିରଞ୍ଜନ ମହାପାତ୍ର, ଧନେଶ୍ୱର ମହାପାତ୍ର, ମାଧବ ଜେନା, ରବି ଜେନା ସଞ୍ଜୟ କାହାଳି, ଅତୁଲ୍ୟ ସାହୁ, ବାଇନ ଜେନା, ନକୁଳ ଜେନା,ଗଙ୍ଗାଧର କାହାଳି, ବିନୋଦ ଜେନା, ଭାନୁ ଜେନା, ରାଜୁ ଜେନା ପ୍ରମୁଖ ଖେଳ ପରିଚାଳନା କରିଥିଲେ। ସମସ୍ତ ଗ୍ରାମ ବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking