25.1 C
Bhubaneswar
Friday, December 12, 2025
Homeଓଡିଶାବଳଙ୍ଗା ନାବାଳିକା ପୋଡି ଘଟଣା: ଦିଲ୍ଲୀ ଏମ୍ସରେ ବଳଙ୍ଗା ପୋଲିସ

ବଳଙ୍ଗା ନାବାଳିକା ପୋଡି ଘଟଣା: ଦିଲ୍ଲୀ ଏମ୍ସରେ ବଳଙ୍ଗା ପୋଲିସ

ଭୁବନେଶ୍ୱର: ପୁରୀର ବଳଙ୍ଗାରେ ନାବାଳିକାକୁ ୩ ଦୁର୍ବୃତ୍ତ ଜାଳିଦେଇଥିବା ଘଟଣା । ଦିଲ୍ଲୀ ଏମ୍ଲରେ ଚିକିତ୍ସିତ ପୀଡିତାଙ୍କ ବୟାନ ରେକର୍ଡ କରିବା ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍ । ଡିଏସ୍ପି ହେଡକ୍ୱାର୍ଟର କଳ୍ପନା କହଁର, ବଳଙ୍ଗା ଓଆଇସି ଚିତ୍ତରଞ୍ଜନ ପଣ୍ଡା ଦିଲ୍ଲୀ ଯାଇଛନ୍ତି । ପୀଡିତାଙ୍କ ବାପା ଓ ଅନ୍ୟ ସଦସ୍ୟଙ୍କ ବୟାନ ରେକର୍ଡ ପାଇଁ ଯାଇଥିବା ନେଇ ସୂଚନା ମିଳିଛି । ପୀଡିତାଙ୍କ ଠାରୁ ମଧ୍ୟ କିଛି ତଥ୍ୟ ସଂଗ୍ରହ କରିପାରନ୍ତି ୨ ଜଣିଆ ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking