22.1 C
Bhubaneswar
Saturday, March 22, 2025
Homeଓଡିଶାଆହୁରି ୪ ଦିନ କାଳବୈଶାଖୀ

ଆହୁରି ୪ ଦିନ କାଳବୈଶାଖୀ

ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ ଦିନ କାଳ ବୈଶାଖୀ ବର୍ଷା ସମ୍ଭାବନା । ୨୪ଘଣ୍ଟାରେ ବିଜୁଳି , ଘଡଘଡି ସହ ବର୍ଷା ନେଇ  ୯ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଦିଆଯାଇଛି । ବରଗଡ , ସମ୍ବଲପୁର ,ମୟୁରଭଞ୍ଜ , କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର , ଭଦ୍ରକକୁ ଅରେଞ୍ଜ ଆଲର୍ଟ କରାଯାଇଛି । ପବନର ବେଗ ୫୦ରୁ ୬୦ ରହିବ । କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking