33 C
Bhubaneswar
Wednesday, April 8, 2026
Homeଓଡିଶାମା କୋଳରୁ ଶିଶୁପୁତ୍ରକୁ ଅପହରଣ

ମା କୋଳରୁ ଶିଶୁପୁତ୍ରକୁ ଅପହରଣ

ନିରାକାରପୁର: ନିରାକାରପୁର ଷ୍ଟେସନରୁ ୪ ମାସର ଶିଶୁପୁତ୍ର ଚୋରି । ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାର ପୁର ରେଳଷ୍ଟେସନରୁ ୪ ମାସର ଶିଶୁପୁତ୍ର ଚୋରି ହୋଇଥିବା ନିରାକାର ରେଳବାଇ ଥାନାରେ ଅଭିଯୋଗ ହୋଇଛି । ସ୍ୱାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା କୋଳରୁ ଶିଶୁପୁତ୍ର ଟିକୁ କେହି ଦୁର୍ବୃତ୍ତ ଚୋରି କରି ଫେରାର ହୋଇଯାଇଛି । ଏନେଇ ନିରାକାରପୁର ରେଳବାଇ ପୁଲିସ ନିକଟରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୁଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking