23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ସୁନା କବାଟ

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ସୁନା କବାଟ

ଅଯୋଧ୍ୟା : ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଲୋକମାନଙ୍କ ମଧ୍ୟରେ ସେତେ ଆଗ୍ରହ ଦେଖିବାକୁ ମିଳିଛି । ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ଏହାପୂର୍ବରୁ ସୁନାର କବାଟ ସ୍ଥାପନ କରାଯାଇଛି। ଗର୍ଭଗୃହର ଉପର ମହଲାରେ ଥିବା ଏହି କବାଟର ଉଚ୍ଚତା ୧୨ ଫୁଟ ଓ ୮ ଫୁଟ ଚଉଡ଼ା ରହିଛି। ମନ୍ଦିରର ୨୨ଟି ସୁନା କବାଟ ଲାଗିବାକୁ ଥିବାବେଳେ ପ୍ରଥମ ସୁନା କବାଟ ଲାଗିବାର ଫୋଟୋ ସମସ୍ତେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking