28.1 C
Bhubaneswar
Tuesday, June 17, 2025
Homeଦେଶ ବିଦେଶରାମଦରବାର ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା

ରାମଦରବାର ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା

ନୂଆଦିଲ୍ଲୀ:  ଅଯୋଧ୍ୟା ରାମ ମନ୍ଦିର ଚୂଳିରେ ଲାଗିଲା ସୁନା । ଜୁନ୍ ୫ରେ ରାମଦରବାର ପ୍ରାଣ ପ୍ରତିଷ୍ଠା କରାଯିବ ଏହା ପୂର୍ବରୁ ଶୋଭା ପାଉଛି ସୁନ୍ଦର ତଥା ଆକର୍ଷଣୀୟ ସ୍ବର୍ଣ୍ଣ ଖଚିତ ଚୂଳି । ଜୁନ୍ ୩ରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ ଯାହା ୩ ଦିନ ଧରି ଚାଲିବ । ରାମ ଜନ୍ମଭୂମି ଟ୍ରଷ୍ଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସକାଳ ୬.୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଧି ମୁତାବକ ରାମଦରବାର ଓ ୬ ପାର୍ଶ୍ୱ ଦେବତାଙ୍କ ମନ୍ଦିରର ପ୍ରାଣପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଦେଶବିଦେଶର ପ୍ରତିଷ୍ଠିତ ସାଧୁସନ୍ଥ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking