27.1 C
Bhubaneswar
Saturday, October 19, 2024
Homeଓଡିଶାଅଟୋ ଓଲଟି ମହିଳା ମୃତ, ୨ ଗୁରୁତର

ଅଟୋ ଓଲଟି ମହିଳା ମୃତ, ୨ ଗୁରୁତର

ବଣାଇ: ଭାରସାମ୍ୟ ହରାଇ ଓଲଟିଲା ଅଟୋ ଫଳରେ ଜଣେ ମହିଳା ଆଉ ୨ ଜଣ ଆହତ ହୋଇଥିବା ସୂଚନା । ମହୁଲପଦା ଥାନା ବାଙ୍କୀ ଘାଟିରେ ଓଲଟିଲା ଅଟୋ । ଫଳରେ ଜଣେ ମହିଳାଙ୍କ ମତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମୃତାହତ ମହୁଲପଦା ଗାଁର ହୋଇଥିବା ଜଣାପଡିଛି ।

ଦାଦନ କଷ୍ଟରୁ ମୁକୁଳି ପାରୁନି ଗଞ୍ଜାମ ଜିଲ୍ଳା; ୮ ଲକ୍ଷ ଶ୍ରମିକଙ୍କ ପାଇଁ ପ୍ରତିଷ୍ଠା ହେଉନି ବୟନ ଶିଳ୍ପ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking