29.1 C
Bhubaneswar
Friday, October 18, 2024
Homeଓଡିଶାଅଗଷ୍ଟ ୧୫ସୁଦ୍ଧା ସବୁ ଘରକୁ ବିଜୁଳି:ମନ୍ତ୍ରୀ

ଅଗଷ୍ଟ ୧୫ସୁଦ୍ଧା ସବୁ ଘରକୁ ବିଜୁଳି:ମନ୍ତ୍ରୀ

ଭୁବନେଶ୍ୱର: ଏ ବର୍ଷ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଘରକୁ ହେବ ବିଜୁଳି ଯୋଗାଣ । ବିଜୁ ଗ୍ରାମଜ୍ୟୋତି ଯୋଜନାରେ ସବୁ ଘରକୁ ପହଞ୍ଚିବ ବିଜୁଳି । ଚଳିବ ବଜେଟରେ ୧୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବର୍ତ୍ତମାନ ସୁଦ୍ଧା ବିତରଣ କମ୍ପାନୀକୁ ୪୧୫ କୋଟି ଟଙ୍କା ପ୍ରଦାନ କରାଯାଉଛି । ପ୍ରେସମିଟରେ ସୂଚନା ଦେଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ୨୦୨୪ ସୁଦ୍ଧା କଟକ-ଭୁବନେଶ୍ୱରରେ ସରିବ ଅଣ୍ଡର ଗ୍ରାଉଣ୍ଡ କେବଲିଂ । ଅଣ୍ଡର ଗ୍ରାଉଣ୍ଡ କେବଲିଂ ପାଇଁ ବଜେଟରେ ୩୬୫ କୋଟି ବ୍ୟୟବରାଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking