ନୂଆଦିଲ୍ଲୀ: ୨ ବର୍ଷ ବଢିଲା ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟକାଳ । ଆର ଭେଙ୍କଟକମଣିଙ୍କ କାର୍ଯ୍ୟକାଳ ବଢାଇଲେ କେନ୍ଦ୍ର ସରକାର । ୨୦୨୫ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସେପ୍ଟେମ୍ବର ୩୦ରେ ସରୁଥିଲା ଏଜିଙ୍କ କାର୍ଯ୍ୟକାଳ । ୨୦୨୭ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେବାରେ ରହିବେ ।










