26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଗଣତନ୍ତ୍ରକୁ ଗୁଣ୍ଡାତନ୍ତ୍ରରେ ପରିଣତ ପ୍ରୟାସ- ବୈଜୟନ୍ତ ପଣ୍ଡା

ଗଣତନ୍ତ୍ରକୁ ଗୁଣ୍ଡାତନ୍ତ୍ରରେ ପରିଣତ ପ୍ରୟାସ- ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଖଲ୍ଲିକୋଟ ହିଂସା ଘଟଣାକୁ ଦୃଢ ନିନ୍ଦା କଲେ ବୈଜୟନ୍ତ ପଣ୍ଡା । ଏବଂ କହିଲେ ଯେ, ବିଜେଡି ଗୁଣ୍ଡାଙ୍କ ଆକ୍ରମଣରେ ବିଜେପି କାର‌୍ୟ୍ୟକର୍ତ୍ତାଙ୍କ ମୃତ୍ୟୁ ନିନ୍ଦନୀୟ । ଗଣତନ୍ତ୍ରକୁ ଗୁଣ୍ଡାତନ୍ତ୍ରରେ ପରିଣତ କରିବାକୁ ଶାସକ ଦଳର ହୀନ ପ୍ରୟାସ । ହାରିବା ଭୟରେ ହିଂସାତ୍ମକ କାଣ୍ଡ ଭିଆଉଛି ବିଜେଡି । ଓଡିଶାବାଶୀ ବରଦାସ୍ତ କରିବେନି, ଏଥର ବିଜେଡିକୁ ଜବାବ ଦେବେ ।

 

ଖଲ୍ଲିକୋଟ ହିଂସା : ୧୪୪ ଧାରା ଲାଗୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking