32.1 C
Bhubaneswar
Monday, October 21, 2024
Homeଅପରାଧପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ଭୁଜାଲି ରେ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ଭୁଜାଲି ରେ ଆକ୍ରମଣ

ମୟୂରଭଞ୍ଜ : ଶିକ୍ଷକ ଦମ୍ପତି ଙ୍କୁ ଭୁଜାଲି ରେ ଆକ୍ରମଣ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡିଗାଁ ଗ୍ରାମ ର ଦୁଲାରାମ ହାଁସଦା ଓ ତାଙ୍କ ସ୍ତ୍ରୀ ମାଣିକେଶ୍ଵରୀ ମାରାଣ୍ଡି ଆଜି ସ୍କୁଲ ଯାଉଥିବା ସମୟରେ କଟରାସୁଲ ରାସ୍ତା ରେ ଦକାୟତି କରିବା ଉଦ୍ଦେଶ୍ୟ ରେ ଏକ ବାଇକ ରେ ତିନି ଜଣ ଯୁବକ ଆସିଥିଲେ। ତିନି ଜଣ ଯୁବକ ଉଭୟ ଦମ୍ପତି ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଅଟକାଇ ଥିଲେ ଓ ପରେ ଶିକ୍ଷୟତ୍ରୀ ଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ତାହାକୁ ନେଇ ନପାରିବାରୁ ଉଭୟ ଙ୍କୁ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ଦ୍ଵାରା ଉଭୟ ଦମ୍ପତି ଗୁରୁତର ଅବସ୍ଥାରେ ଉଦଳା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ତେବେ ପୂର୍ବ ଶତ୍ରୁତା ଥିବା ଶିକ୍ଷକ ଦୁଲାରାମ କହିଛନ୍ତି। ଏ ନେଇ ଉଭୟ ଙ୍କୁ ଆକ୍ରମଣ ହୋଇଥାଏ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ଉଦଳା ପୋଲିସ ମେଡିକାଲ ରେ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking