କଟକ: କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଗିଫ ହୋଇଥିବା ସୂଚନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ଆୟଠାରୁ ୧୮୩% ସମ୍ପତ୍ତି ଆହରଣ ଅଭିଯୋଗରେ ଗିରଫ ହୋଇଥିବା ସୂଚନା ।