34.1 C
Bhubaneswar
Thursday, March 20, 2025
Homeଓଡିଶାବିଧାନସଭା : ସୁରକ୍ଷାରେ ୩୦ ପ୍ଲାଟୁନ ଫୋର୍ସ

ବିଧାନସଭା : ସୁରକ୍ଷାରେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : କାଲିଠୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ  ା ଏନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ ଡିଜି । ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବ । ମୁତୟନ ରହିବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ୧୦୦ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ । ସୁରକ୍ଷାରେ ରହିବେ ସ୍ପେଶାଲ ଟାକ୍ଟିକାଲ ଫୋର୍ସ । ଅନ୍ୟପଟେ ବଜେଟ ଅଧିବେଶନ ପୂର୍ୱରୁ  ବିଜେପି ବିଧାୟକ ଦଳ ବୈଠକ ବସିଛି । ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ବୈଠକ ବସିଛି ।  ବିଧାନସଭା କିଭଳି ସୁରୁଖୁରୁ ଚାଲିବ ସେନେଇ ଆଲୋଚନା ଚାଲିଛି । ବିରୋଧୀଙ୍କୁ ମୁକାବିଲା କରିବା ପାଇଁ  ବୈଠକରେ ରଣନୀତି ପ୍ରସ୍ତୁତି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking