21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକେନ୍ଦ୍ରୀୟ ଡେପୁଟେସନରେ ଆଶିଷ ଠାକରେ

କେନ୍ଦ୍ରୀୟ ଡେପୁଟେସନରେ ଆଶିଷ ଠାକରେ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଗଲେ ଆଉ ଜଣେ ଆଇଏଏସ ଅଫିସର । କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ ଆଶିଷ ଠାକରେ ।  ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଗଲେ । ଆଶିଷ ଠାକରେଙ୍କୁ କେନ୍ଦ୍ର ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣର ଦାୟିତ୍ୱ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking