26.1 C
Bhubaneswar
Saturday, October 26, 2024
Homeଓଡିଶାମାଂସଖିଆ ବାବା ଗିରଫ

ମାଂସଖିଆ ବାବା ଗିରଫ

କଟକ : ଧରା ପଡିଲେ ପୁଣି ଜଣେ ବିବାଦୀୟ ବାବା । କଟକ ଜିଲ୍ଲା ନରସିଂହପୁରରୁ ଏହି ବାବା ଧରାପଡିଛନ୍ତି । ବାର୍ହା ମାଂସ ରୋଷେଇ କରୁଥିବା ସମୟରେ ବନବିଭାଗ ଚଢଉ କରିଥିଲା ଏବଂ ଦୁଇ କେଜି ରନ୍ଧା ମାଂସ ଶହ ଏକ ଚମଡା ବି ବନ ବିଭାଗ ଜବତ କରିଛି । ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବାବାଙ୍କୁ ଗିରଫ କରିଛି ବନ ବିଭାଗ । ଜଣାପଡିଛି ଯେ ବାବାଙ୍କ ଘର ନରସିଂହପୁର ବ୍ଲକ ଆତୁଣ୍‌ଡା ଗାଁରେ । ହେଲେ ବାବାଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ହରିପୁର ଛକରେ ମାଂସ ବିକ୍ରି  କରୁଥିଲେ । ତାଙ୍କଠାକୁ କିଣି ଘରକୁ ଆଣିଥିଲେ । ଏହାପରେ ବନବିଭାଗ ତଆଙ୍କୁ ଗିରଫ କରିଛି । କିଛିଦିନତଳେ କଟକ ଆଠଗଡରୁ ଜଣେ ବାବାଙ୍କୁ ଗିରଫ କରାଯାଇଥିଲା । ସେ ନିଶାଶକ୍ତ ଅବସ୍ଥାରେ ନାଚ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking