27.1 C
Bhubaneswar
Sunday, November 24, 2024
Homeଓଡିଶାଅର୍ଚ୍ଚନା ନାଗ ମାମଲା : ଘୁଞ୍ଚିଲା ଅର୍ଚ୍ଚନା ଜାମିନ ଶୁଣାଣି 

ଅର୍ଚ୍ଚନା ନାଗ ମାମଲା : ଘୁଞ୍ଚିଲା ଅର୍ଚ୍ଚନା ଜାମିନ ଶୁଣାଣି 

ଭୁବନେଶ୍ୱର:ହାଇକୋର୍ଟରେ ପୁଣି ଘୁଞ୍ଚିଲା ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ମାମଲା । ପରବର୍ତ୍ତୀ ଶୁଣାଣି ବେଳେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମେ ୨୬ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ ।

ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କ ଜାମିନ ଆବେଦନ ତଳ କୋର୍ଟରେ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଜାନୁଆରି ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନ‌ର୍ଦ୍ଦେଶ ଦେଇଥିଲେ ।

 ଦେଶରେ ୧୦ ହଜାର ତଳେ କୋରୋନା ସଂକ୍ରମଣ, ଦିନକରେ ୯୧୧୧ ସଂକ୍ରମିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking