15.1 C
Bhubaneswar
Monday, December 8, 2025
Homeଓଡିଶାପୁଣି ଜଣେ ନାବାଳିକା ଗର୍ଭବତୀ

ପୁଣି ଜଣେ ନାବାଳିକା ଗର୍ଭବତୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା  କୁଜଙ୍ଗ ଥାନା ଅଞ୍ଚଳରେ  ଆଉ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା  ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ନାବାଳିକାର ଗର୍ଭସ୍ଥ ଶିଶୁର  ମୃତ୍ୟୁ ହୋଇଥିବା ଜଣାପଡିଛି । ପୀଚିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।  ଅନ୍ୟପଟେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking