32.1 C
Bhubaneswar
Tuesday, February 18, 2025
Homeଓଡିଶାସମ୍ବଲପୁରରେ ପୁଣି ହାତୀ ମୃତ୍ୟୁ

ସମ୍ବଲପୁରରେ ପୁଣି ହାତୀ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁରରେ  ପୁଣି ହାତୀ  ମୃତ୍ୟୁ  ା  ସମ୍ବଲପୁର ଯୁଯୁମୁରା ରେଞ୍ଜ ଯାଦୁ  ଲୋଇସିଂ ହରେ ହାତୀ ମୃତ୍ୟୁ ଖବର ସାମନାକୁ  ଆସିଛି ।   ଗାଁ ପାଖ ବିଲରେ  ହାତୀର ମୃତ ଦେହ ପଡିଥିବା  ଦେଖିବାକୁ ମିଳୁଛି ।   ହାତୀଟିର  ଆନୁମାନିକ  ବୟସ  ୨୦ ବର୍ଷ  ହୋଇଥିବା  ବେଳେ ଏହା ଏକ  ଦନ୍ତାହାତୀ ବୋଲି  ଜଣାପଡିଛି । ଖବର ପାଇ  ବନ ବିଭାଗ  ଘଟଣାସ୍ଥଳରେ  ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking