27.1 C
Bhubaneswar
Friday, December 5, 2025
Homeଓଡିଶାଏଏନଏମ ପ୍ରଶ୍ନପତ୍ର ଲିକ

ଏଏନଏମ ପ୍ରଶ୍ନପତ୍ର ଲିକ

କଟକ: ପୂର୍ବରୁ ଏସଆଇ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ଏଏନଏମ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଖବର ସାମ୍ନାକୁ ଆସିଛି ।   ସୂଚନାରୁ ଜଣାପଡିଛି , ପରକ୍ଷାର ୩ ଘଣ୍ଟା ପୂର୍ବରୁ  ଏହି ପ୍ରଶ୍ନପତ୍ର ଲିକ ହୋଇଥିଲା ।  ଆଜି ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବା ବେଳେ ଏହାର ୩ ଘଣ୍ଟା ପୂର୍ବରୁ ପ୍ରସ୍ନପତ୍ର ଲିକ ହୋଇଛି । ଅପରାହ୍ନ ୨୨ଟାରେ ପରୀକ୍ଷା  ଥିବା ବେଲେ ପୂର୍ବାହ୍ନ ୧୧ଟାରେ ପ୍ରଶ୍ନପତ୍ର ଲିକ ହୋଇଛି ।  ଆଜି ମିଡ ୱାଇଫେରି ପରୀକ୍ଷା ଥିଲା । ତେବେ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ତ୍ରୁଟିଶୂନ୍ୟ ଭାବେ ପରୀକ୍ଷା କେବେ ହେବ ?  ପରୀକ୍ଷାରେ ସ୍ୱଚ୍ଛତା କେବେ ଆସିବ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking