18.1 C
Bhubaneswar
Monday, November 25, 2024
Homeମନୋରଞ୍ଜନପିଲାମାନେ ଭୁଲ୍ କଲେ କ’ଣ କରନ୍ତି ଅନୀଲ କପୁର ? କହିଲେ ଏପରି କିଛି…

ପିଲାମାନେ ଭୁଲ୍ କଲେ କ’ଣ କରନ୍ତି ଅନୀଲ କପୁର ? କହିଲେ ଏପରି କିଛି…

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ଅନୀଲ କପୁର । ନିଜର ନିଆରା ଅଭିନୟ ଲାଗି ତାଙ୍କର ଫ୍ୟାନ୍ସମାନଙ୍କ ପାଖରେ ସେ ସବୁବେଳେ ପରିଚିତ । ଅଭିନୟକୁ ନେଇ ସେ ପ୍ରାୟ ସମୟରେ ନୂଆ ଏକ୍ସପେରିମେଣ୍ଟ କରିଥାନ୍ତି । ନିକଟରେ ଏକ ସାକ୍ଷାତକାରରେ ତାଙ୍କ ପିଲାମାନଙ୍କ ସହ ଥିବା ସମ୍ପର୍କ ବିଷୟରେ ସେ ଖୋଲି କରି କହିଛନ୍ତି । ତାଙ୍କର ତିନି ପିଲା ସୋନମ କପୁର, ହର୍ଷବର୍ଦ୍ଧନ କପୁର ଏବଂ ରିୟା କପୁର । ସୋନମ ଏବଂ ହର୍ଷ ବର୍ଦ୍ଧନ ନିଜ ବାପା ଅନୀଲ କପୁରଙ୍କ ଭଳି ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ସେହିଭଳି ରିୟା ଫିଲ୍ମ ପ୍ରଯୋଜନା କ୍ଷେତ୍ରରେ ଅଛନ୍ତି ।

ଏକ ସାକ୍ଷାତକାରରେ ଅନୀଲ କପୁର କହିଛନ୍ତି କି  ଲୋକମାନେ ତାଙ୍କୁ ରାୟ ଦେଉଛନ୍ତି କି ତାଙ୍କୁ ନିଜ ପୁଅ ହର୍ଷବର୍ଦ୍ଧନକୁ ଗାଇଡ୍ କରିବା ଜରୁରୀ ଅଛି  । କିନ୍ତୁ ତାଙ୍କର ମାନିବା କଥା କି ସେ ଯେତେବେଳ ପର୍ଯ୍ୟନ୍ତ ଭୁଲ କରିନାହାନ୍ତି ସେ ଶିଖିବେ କେମିତି । ଲୋକମାନଙ୍କର କହିବା କଥା କି ହର୍ଷବର୍ଦ୍ଧନ ମେନଷ୍ଟ୍ରିମ୍ ପ୍ରୋଜେକ୍ଟକୁ ବାଛିବା ଆବଶ୍ୟକ  । ଏବେ ପର୍ଯ୍ୟନ୍ତ ହର୍ଷବର୍ଦ୍ଧନ ୩ଟି ଫିଲ୍ମରେ ନଜର ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking