34.1 C
Bhubaneswar
Friday, October 18, 2024
Homeଓଡିଶାଆନ୍ଧ୍ର ଭାଷା କହୁଛି ବିଜେଡି: ବିଜେପି

ଆନ୍ଧ୍ର ଭାଷା କହୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତକୁ ସମାଲୋଚନାର ଜବାବ ଦେଲା ବିଜେପି । ଲଳିତେନ୍ଦୁ ମହାପାତ୍ର, ମୁକେଶ ମହାଲିଙ୍ଗ, ସୂର‌୍ୟ୍ୟବଂଶୀ ସୂରଜ, ସନ୍ଧଚ୍ଛନ ବିଜୁଳିଙ୍କ ଜବାବ ।  ବିଜେଡି ମୁହଁରେ ଆନ୍ଧ୍ର ଭାଷା ବୋଲି କହିଲେ ବିଜେପି ବିଧାୟକ । ଅସହିଷ୍ଣ ହୋଇ ବିଜେଡି ନେତା ମତ ରଖିବା ଦୁଃଖଦାୟକ, ଦୁର୍ଭାଗ୍ୟଜନକ, ସ୍କୁଲ ପିଲାଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ, ବରପୁତ୍ରଙ୍କ ସ୍ମୃତିଚାରଣ ଅପରାଧ କି ।

ଯଦି ଏହା ଅପରାଧ ଆମେ କହିବୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଏ ଅପରାଧ କରନ୍ତୁ । କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ପରିବର୍ତ୍ତେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତା । ବିଜେଡି ଧର୍ମେନ୍ଦ୍ରଙ୍କ ଗୋବ୍ୟାକକୁ ବିରୋଧ କରିବା ଯାହା ଆନ୍ଧ୍ର ସପକ୍ଷରେ କହିବା ତାହା । ଆନ୍ଧ୍ର ଭାଷା ବିଜେଡି କହୁଛି ବୋଲି କହିଲେ ବିଜେପି ବିଧାୟକ ।

ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା ଜଣେ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking