23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶପବନ କଲ୍ୟାଣଙ୍କ ବିରୋଧରେ ମାମଲା ଚଳାଇବାକୁ ଆନ୍ଧ୍ର ସରକାରଙ୍କ ମଞ୍ଜୁରୀ

ପବନ କଲ୍ୟାଣଙ୍କ ବିରୋଧରେ ମାମଲା ଚଳାଇବାକୁ ଆନ୍ଧ୍ର ସରକାରଙ୍କ ମଞ୍ଜୁରୀ

ଅମରାବତୀ : ଜନ ସେନା ପାର୍ଟି (ଜେଏସ୍‌ପି) ଅଧ୍ୟକ୍ଷ ତଥା ଅଭିନେତା ପବନ କଲ୍ୟାଣଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ଆନ୍ଧ୍ର ପ୍ରଦେଶ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏ ନେଇ ରାଜ୍ୟର ସ୍ପେଶାଲ୍ ଚିଫ୍ ସେକ୍ରେଟାରୀ ସରକାରୀ ଆଦେଶ ଜାରି କରିଛନ୍ତି । ଜୁଲାଇ ୯ ତାରିଖରେ ପବନ କଲ୍ୟାଣ ସ୍ୱୟଂସେବକଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କ ତସ୍କରୀରେ ୱାର୍ଡ ଏବଂ ଗ୍ରାମ ସ୍ୱୟଂସେବକଙ୍କ ହାତ ଥିବା ସେ ଅଭିଯୋଗ କରିଥିଲେ ।

ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking