27.1 C
Bhubaneswar
Thursday, April 9, 2026
Homeଓଡିଶାବିଜେଡିରୁ ନିଲମ୍ବିତ ହେଲେ ଅମରେଶ

ବିଜେଡିରୁ ନିଲମ୍ବିତ ହେଲେ ଅମରେଶ

ଭୁବନେଶ୍ୱର: ଅମରେଶଙ୍କୁ ନିଲମ୍ବିତ କଲା ବିଜେଡି । ଗିରଫ ପରେ ଆସିଲା ବିଜେଡିର ନିଲମ୍ବିତ ନିର୍ଦ୍ଦେଶ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସସ୍‌ପେଣ୍ଡ ନେଇ ସୂଚନା ଜାରି କରାଯାଇଛି । ଜଣେ ଯୁବତୀ ତାଙ୍କ ନାଁରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଅଭିଯୋଗ ଆଧାରରେ ଅମରେଶଙ୍କୁ ଆଜି ଲକ୍ଷ୍ମୀସାଗର ପୋଲିସ ଗିରଫ କରିଥିଲା । ଗିରଫ ହେବାର କିଛି ସମୟ ପରେ ଆସିଛି ନିଲମ୍ବନ ନେଇ ଏହି ବଡ ଖବର।

ଅମରେଶ ଜେନା ଗିରଫ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking