ବୌଦ୍ଧ: କାଦୁଅରେ ଫସିଲା ୧୦୮ ଆମ୍ବୁଲାନ୍ତ୍ର ,ରୋଗୀ ମୃତ । କିରମାଖୋଲ ଗାଁରେ ଜଣେ ଅସୁସ୍ଥ ମହିଳାଙ୍କୁ ମେଡିକାଲ ଆଣୁଥିଲେ । ଗାଁର ପ୍ରାୟେ ୬ କିମି ରାସ୍ତା କାଦୁଅ ଥିବାରୁ ଆମ୍ବୁଲାନ୍ତ୍ର ଅଟକିଗଲା । ଆମ୍ବୁଲାନ୍ତ୍ର ଅଟକିଥିବାରୁ ବିଳମ୍ତବରେ ପହଞ୍ଚିଥିଲା ଆମ୍ବୁଲାନ୍ତ୍ର । ବୌଦ୍ଧ ମେଡିକାଲରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ରୋଜଗାର ମେଳା: ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ