29.1 C
Bhubaneswar
Friday, October 18, 2024
Homeଓଡିଶାଆମ୍ବୁଲାନ୍ସ ସହ କର୍ମଚାରୀ ଅଟକ !

ଆମ୍ବୁଲାନ୍ସ ସହ କର୍ମଚାରୀ ଅଟକ !

ବାଲେଶ୍ୱର : ବିଳମ୍ବ ପାଇଁ ଆମ୍ବୁଲାନ୍ସ ସହ କର୍ମଚାରୀ ଅଟକ । ଟାଉନ ଥାନା ମିର୍ଜାପୋଖରୀ ଗାଁ ଲୋକେ ଅଟକ ରଖିଲେ । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ଟାଉନ ପୋଲିସର ବୁଝାସୁଝା ଜାରି । ଦୁର୍ଘଟଣାରେ ଗୁରୁତର ଜଣଙ୍କୁ ମେଡିକାଲ ନେବାକୁ ଫୋନ କରିଥିଲେ । ମାତ୍ର ଅଧ କିମି ଦୂରରୁ ଆମ୍ବୁଲାନ୍ସ ଆସିବା ବିଳମ୍ବରୁ ଉତ୍ତେଜନା ଦେଖାଦେଇଛି ।  ଆଗ ପିସିଆର ପଂହଚିବା ସତ୍ତ୍ୱେ ଆମ୍ବଲାନ୍ସ ପଛରେ ପଂହଚିବାରୁ ଆମ୍ବୁଲାନ୍ସକୁ ଅଟକ ରଖାଯାଇଥିଲା ।

ଫେକ୍ ସାର୍ଟିଫିକେଟ: କୋର୍ଟରେ ସିବି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking