32.1 C
Bhubaneswar
Friday, June 21, 2024
Homeଓଡିଶାଡାକ୍ତରଖାନାରୁ ଶିଶୁପୁତ୍ର ଚୋରି ଅଭିଯୋଗ

ଡାକ୍ତରଖାନାରୁ ଶିଶୁପୁତ୍ର ଚୋରି ଅଭିଯୋଗ

ବାଲେଶ୍ଵର : ବାଲିଆପାଳ ବ୍ଲକ କୁଲହାଚଡର ଶିଶୁକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ହସ୍ପିଟାଲରୁ ଏକ ଶିଶୁ ଚୋରି ଘଟଣା ସାମ୍ନାକୁ ଆସିଛି। ବାଲେଶ୍ଵର ହସ୍ପିଟାଲର ପ୍ରସୂତି ବିଭାଗରୁ ଶିଶୁପୁତ୍ରଙ୍କୁ ଚୋରି କରାଯାଇଥିବା କୁହାଯାଉଛି। ତେବେ ଅନିତା ଦଣ୍ଡପାଟଙ୍କର ବାଲେଶ୍ଵର ହସ୍ପିଟାଲରେ ଗତକାଲି ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପ୍ରସବ ପରେ ଜଣେ ଅଜଣା ମହିଳାଙ୍କ ସହ ତାଙ୍କର ଦେଖା ହୋଇଥିଲା। ମହିଳା ଜଣକ ପୋଲିଓ ବୁନ୍ଦା ଖୁଆଇବାକୁ କହି ଅନିତାଙ୍କ ପାଖରୁ ତାଙ୍କ ଶିଶୁପୁତ୍ରଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜରୁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ବାଇକ ଲୁଟେରା ଠାବ; ୫ ବାଇକ ଉଦ୍ଧାର ସହ ୭ ଅଭିଯୁକ୍ତ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking