25.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶତାମିଲନାଡୁରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ; ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ତାମିଲନାଡୁରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ; ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଚେନ୍ନାଇ : ତାମିଲନାଡୁର କଲ୍ଲାକୁରିଚୀ ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ ୫୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ବିଷାକ୍ତ ମଦ ଯୋଗାଉଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। କୁହାଯାଉଛି ଯେ, ମେଥନଲଯୁକ୍ତ ମଦପିଇବା କାରଣରୁ ଲୋକଙ୍କର ଅକାଳ ମୃତ୍ୟୁ ହୋଇଛି। ଗତ ୨୦ ତାରିଖ ଦିନ ଘଟିଥିବା ଘଟଣା ନେଇ ତାମିଲନାଡୁ ସରକାର ମୃତମାନଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାତା-ପିତା ଅଥବା ପରିବାରର ଅନ୍ୟ କାହାରିକୁ ହରାଇଥିବା ପିଲାମାନଙ୍କର ପୂରା ଶିକ୍ଷା ଏବଂ ଛାତ୍ରାବାସ ଖର୍ଚ୍ଚ ଉଠାଇବାକୁ ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking