28.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶଏନଏସଏ ମୁଖ୍ୟ ରହିଲେ ଅଜିତ୍ ଡୋଭାଲ୍

ଏନଏସଏ ମୁଖ୍ୟ ରହିଲେ ଅଜିତ୍ ଡୋଭାଲ୍

ନୂଆଦିଲ୍ଲୀ : ପୁଣି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ଅଜିତ୍ ଡୋଭାଲ୍ । ଏଥିସହ ଲଗାତାର ୩ୟ ଥର ପାଇଁ ଅଜିତ୍ ଡୋଭାଲ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ହେଇଛନ୍ତି । ବର୍ଷ ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଅଜିତ୍ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା କରାଯାଇଥିଲା । ଏହାପରେ ୨୦୧୯ରେ ତାଙ୍କ କାର୍ଯ୍ୟକାଳ ଅପରିବର୍ତ୍ତିତ ରହିଥିଲା । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାରେ ଡୋଭାଲଙ୍କର ବଡ ଭୂମିକା ରହିଥିଲା ।

ପି.କେ ମିଶ୍ରଙ୍କୁ ପୁନଃ ନିଯୁକ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking