ବ୍ୟୁରୋ : ଦିଲ୍ଲୀ-ଏନସିଆର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କଲେ ୩ ଜଣଆ ଖଣ୍ଡପୀଠ । ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କର ନିଦେ୍ର୍ଦଶ । ରାଜନୀତି ନ କରି ପାଳ ଜାଳିବା ତୁରନ୍ତ ବନ୍ଦ କରିବାକୁ ନିଦେ୍ର୍ଦଶ । ଆମେ ଜାଣିନୁ କେମିତି ରୋକିବେ , କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ । ପ୍ରଦୂଷଣ ରୋକିବାକୁ ପଦକ୍ଷେପ ବାବଦରେ କେନ୍ଦ୍ରକୁ ପ୍ରଶ୍ନ କଲେ । ତୁରନ୍ତ ବୈଠକ ଡାକି ତତ୍କାଳ ସମାଧାନ ରାସ୍ତା ବାହାର କରନ୍ତୁ ।