25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଏବେ ନୂଆ ୟୁନିଫର୍ମରେ ନଜର ଆସିବେ ଏୟାର ଇଣ୍ଡିଆ ଷ୍ଟାଫ୍

ଏବେ ନୂଆ ୟୁନିଫର୍ମରେ ନଜର ଆସିବେ ଏୟାର ଇଣ୍ଡିଆ ଷ୍ଟାଫ୍

ନୂଆଦିଲ୍ଲୀ:ଏୟାର ଇଣ୍ଡିଆ କମ୍ପାନୀ ଟାଟା କମ୍ପାନୀ ହାତକୁ ଆସିବା ପରେ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ନିକଟରେ ଖବର ଆସିଥିଲା ଯେ, ଏୟାର ହଷ୍ଟେସଙ୍କ ୟୂନିଫର୍ମ ବଦଳିବ । ଏବେଯାଏଁ ଏୟାର ଇଣ୍ଡିଆର ମହିଳା କ୍ର୍ୟୁମେମ୍ବର୍ସଙ୍କୁ ଶାଢୀ ପିନ୍ଧୁଥିଲେ । କିନ୍ତୁ ଏଣିକି ତାଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରାଯିବ । ସବୁଠାରୁ ଖାସ୍ କଥା ହେଲା ଏହି ୟୁନିଫର୍ମକୁ ଡିଜାଇନ୍ କରିବେ ଦେଶର ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷ ମହ୍ଲୋତ୍ରା । ଏଥିପାଇଁ ତାଙ୍କ ସହ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର ହୋଇସାରିଛି ।

ଚଳିତ ବର୍ଷ ନଭେମ୍ବର ମଧ୍ୟରେ ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ମିଳିଯିବ ବୋଲି ସୂଚନା ରହିଛି । ମନୀଷ ମହ୍ଲୋତ୍ରା ଏୟାର ଇଣ୍ଡିଆର ୧୦,୦୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡିଜାଇନ୍ କରିବେ । ଏହି କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି କ୍ୟାବିନ୍ କ୍ର୍ୟୁ, କକପିଟ୍ କ୍ର୍ୟୁ, ଗ୍ରାଉଣ୍ଡ ଓ ସକ୍ୟୁରିଟି ଷ୍ଟାଫ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking