14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଚାଷୀଙ୍କୁ ଆତ୍ମନିର୍ଭର ଲକ୍ଷ୍ୟ: ଶିବରାଜ

ଚାଷୀଙ୍କୁ ଆତ୍ମନିର୍ଭର ଲକ୍ଷ୍ୟ: ଶିବରାଜ

କଟକ: କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଲେ କେନ୍ଧ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ବିଦ୍ୟାଧରପୁର ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ କାର୍ଯ୍ୟକ୍ରମ ଅନୁôଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶିବରାଜ କହିଛନ୍ତି ଯେ ଚାଷୀଙ୍କ ସ୍ୱାବଲମ୍ବୀ ଏବଂ ଜାତୀୟ କୃଷି ମିଶନକୁ ନେଇ ଗୁରୁତ୍ୱରୋପ କରାଯାଇଛି । ପ୍ରଧାନମନ୍ତ୍ରୀ ଧନଧାନ କୃଷି ଯୋଜନା ଉପରେ ମଧ୍ୟ ରଖିଛନ୍ତି ମତ । କହିଛନ୍ତି ଜାତୀୟ ଫସଲ ଯୋଜନାରେ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ଆତ୍ମନିର୍ଭର କରିବୁ । ଏହା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ଓ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ପରାମର୍ଶ ଦିଆଯାଇଛି । ଭାରତର କୃଷି କ୍ଷେତ୍ରରେ ଏକ ପରିବର୍ତ୍ତନଶୀଳ ମୋଡରେ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking