28.1 C
Bhubaneswar
Sunday, September 8, 2024
Homeଓଡିଶାପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ

ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ

ଭୁବନେଶ୍ୱର : ପୁଣି ଥରେ ପାଣ୍ଡିାନଙ୍କ ସପକ୍ଷରେ ବାହାରିଲେ ନବୀନ ପଟ୍ଟନାୟକ । ନିଜ ଏକ୍ସ ଆକାଉଣ୍ଟରେ ପାଣ୍ଡିଆନଙ୍କ ସପକ୍ଷେରେ କହିଲେ ନବୀନ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ପ୍ରତିକ୍ତିୟାରେ ମନ୍ତବ୍ୟ ଦେଇଛନ୍ତି । ପ୍ରକାଶ ପାଇଥିବା ଖବର ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ । ଏହା ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନୀସୂଚକ, ବିଭ୍ରାନ୍ତିକାରୀ । ଯାହା ମୁଁ ପୂର୍ବରୁ କହିଛି ମିଷ୍ଟର ପାଣ୍ଡିଆନ ରାଜ୍ୟ ଓ ଦଳର ସେବା କରିଛନ୍ତି । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ତାଙ୍କର ଏହି ଦକ୍ଷତା ଓ ନିଷ୍ଠା ପାଇଁ ସେ ଜଣାଶୁଣା କହିଲେ ନବୀନ । ପାଣ୍ଡିଆନ ବିଜେଡି ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିବା ଖବର ବାହାରି ଥିଲା । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଏସବୁ ଚାଲିଥିବା ଖବର ପ୍ରକାଶ ପାଇଥିଲା ।

<blockquote class=”twitter-tweet”><p lang=”en” dir=”ltr”>This is completely false, motivated, defamatory and malicious. As I have stated earlier Mr Pandian has served the state and party with utmost dedication efficiency and integrity and he is known and respected for the same.<a href=”https://twitter.com/NewIndianXpress?ref_src=twsrc%5Etfw”>@NewIndianXpress</a> <a href=”https://t.co/4cVZgVcxoD”>pic.twitter.com/4cVZgVcxoD</a></p>&mdash; Naveen Patnaik (@Naveen_Odisha) <a href=”https://twitter.com/Naveen_Odisha/status/1815296704129950081?ref_src=twsrc%5Etfw”>July 22, 2024</a></blockquote> <script async src=”https://platform.twitter.com/widgets.js” charset=”utf-8″></script>

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking