28.1 C
Bhubaneswar
Friday, October 18, 2024
Homeଓଡିଶା୪ ଘଣ୍ଟାର ଅପରେଶନ ପରେ ନାବାଳକ ମଳଦ୍ୱାରରୁ ବାହାରିଲା ଶାବଳ

୪ ଘଣ୍ଟାର ଅପରେଶନ ପରେ ନାବାଳକ ମଳଦ୍ୱାରରୁ ବାହାରିଲା ଶାବଳ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନିର୍ମାଣ କାମ କରୁଥିବାବେଳେ ଛାତରୁ ଖସି ପଡିଥିଲା ନାବଳକ । ଏହି ସମୟରେ ତାର ମଳଦ୍ୱାରରେ ପଶି ଯାଇଥିଲା ଶାବଳ । ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଏମକେସିଜି ଡାକ୍ତରଖାନାରେ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ନାବାଳକର ମଳଦ୍ୱାରରୁ ବାହାରିଛି ଶାବଳ । ତେବେ ନାବାଳକର ଅବସ୍ଥା ଏବେ ବି ଗୁରୁତର ରହିଛି ।

ନିୟମିତ ପୋଦିନା ଖାଇବା ଦ୍ୱାରା କି କି ଲାଭ ମିଳେ ଆସନ୍ତୁ ଜାଣିବା….

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking