ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ନେଇ ଏସଆଇଟି ଅଧ୍ୟକ୍ଷକ ଅରଜିତ ପଶାୟତ୍ତଙ୍କ ବଡ ବୟାନ । ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବା ପରେ ପ୍ରତିକ୍ରିୟା ଦେଲେ । ଓଡିଶାରେ ଧରା ପଡୁଥିବା ଦୁର୍ନୀତି ତଦନ୍ତ ପରିସରକୁ ଆସିଛି । କଳାଧନ ରଖିଥିବା ସରକାରୀ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଆଇନ ଅନୁସାରେ ହେବ ଦଣ୍ଡ ବିଧାନ ।










