ସାର୍ବଜନୀନ ହେବ ତଦନ୍ତ କମିଶନ ରିପୋର୍ଟ : ପୃଥ୍ୱୀରାଜ

ଭୁବନେଶ୍ୱର : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ବୟାନ । ଖୁବଶୀଘ୍ର ସାର୍ବଜନୀନ ହେବ ତଦନ୍ତ କମିଶନ ରପୋର୍ଟ । ଏ ନେଇ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ସରକାର କ’ଣ କରିବେ ନିଷ୍ପତ୍ତି ହେବ । କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୬ ବର୍ଷ ପୁରିଛି । ଜନ୍ମାଷ୍ଟମୀ ପାଳନବେଳେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା … Continue reading ସାର୍ବଜନୀନ ହେବ ତଦନ୍ତ କମିଶନ ରିପୋର୍ଟ : ପୃଥ୍ୱୀରାଜ