26.1 C
Bhubaneswar
Tuesday, June 17, 2025
Homeଓଡିଶାସହରୀ ବନ୍ୟା ମୁକାବିଲା ପାଇଁ ଆକ୍ସନ ପ୍ଲାନ

ସହରୀ ବନ୍ୟା ମୁକାବିଲା ପାଇଁ ଆକ୍ସନ ପ୍ଲାନ

ଭୁବନେଶ୍ୱର: ସହର ଅଞ୍ଚଳରେ ବନ୍ୟାସ୍ଥିତିର ମୁକାବିଲା ପାଇଁ ଆକ୍ସନ ପ୍ଲାନ । ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଥିବାରୁ  ନଗର ଉନ୍ନୟନ ବିଭାଗ ପଦକ୍ଷେପ ନେଇଛି । ସବୁ ଡ୍ରେନ , ମ୍ୟାନହୋଲର ଯାଞ୍ଚ କରିବାକୁ  ସବୁ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା,ବନ୍ୟା ଦ୍ୱାରା ପ୍ରଭାବିତ ହେଲେ ୭୨ ଘଣ୍ଟାରେ ହେବ ରାସ୍ତା ମରାମତି । ବନ୍ୟା ପ୍ଲାବିତ ତଳିଆ ଅଞ୍ଚଳରେ  ଚିହ୍ନଟ ସହ ଆଗୁଆ ପମ୍ପସେଟ ମହଜୁଦ ରଖ । ସ୍କୁଲ, କଲେଜକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ସୂଚନା ପାଇଁ କଣ୍ଟ୍ରୋଲ ରୁମ  ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking