ଭୁବନେଶ୍ୱର: ଏଣିକି ପୃଥକ ପୃଥକ ଅଳିଆ ନଦେଲେ ହେବ କଡା କାର୍ଯ୍ୟାନୁଷ୍ଠାନ । କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ବିଏମସି କମିଶନର । ଅଳିଆ ପୃଥକୀକରଣ ପାଇଁ ଟିଟିଏସ୍ରେ ସମସ୍ୟା ରହିଛି । ତେଣୁ ଓଦା ଓ ଶୁଖିଲା ଅଳିଆକୁ ପୃଥକ୍ ଦେବାକୁ ଅପିଲ୍ କଲେ । ଟିଟିଏସ୍ ଆଉ ଲକ ଟେରାକ୍ସ ଆସିବ, ୭ ମାସରେ ସବୂ ଅଳିଆ ସଫା ହେବ । ବେଜ୍ଞାନିକ ପଦ୍ଧତିରେ କାମ ହେଉଥିବାରୁ ଗନ୍ଧ କମ୍ ହେଉଛି କହିଲେ ।