ଭୁବନେଶ୍ୱର: ଜାଲ ସିର୍ଟିଫିକେଟ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକିୟା । ଜାଲିଆତିର ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ । ସରକାରୀ କ୍ୱାର୍ଟରରେ ଅଭିଯୁକ୍ତ ରହୁଛି କହି ବର୍ଷିଲେ ନରସିଂହ ମିଶ୍ର । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଅଭିଯୁକ୍ତଙ୍କ ଫଟୋ ଆସିଲା । ଫଟୋ ନେଇ ସ୍ପଷ୍ଟିକରଣ ଦାବିକଲୁ, ହେଲେ ମନ୍ତ୍ରୀ କିନ୍ତୁ କିଛି କହିଲେନି । ରାଜ୍ୟ ବାହାରେ ଲିଙ୍ଗ ପାଇଁ କ୍ରାଇମବ୍ରଞ୍ଚକୁ ତଦନ୍ତ ଭାର ଦେଇଥାଇପାରନ୍ତି ।