23.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ୫ ମୃତ

ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ୫ ମୃତ

ରାଜସ୍ଥାନ : ରାଜସ୍ଥାନ ବାଲୋତରା ସିନ୍ଧାରୀ ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜିପ୍‌ କୁ ଧକ୍କା ଦେଲା କାର୍ । ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ଜୀବନ ଚାଲିଯାଇଛି। ସୂଚନା ମୂତାବକ ପାୟାଳାର ବାସୀନ୍ଦା ଅଶୋକ କୁମାର ସୋନୀ କାର୍ ଯୋଗେ ସିନ୍ଧାରୀ ରୁ ଜିନିଷ ପତ୍ର ନେଇ ପରିବାର ସହ ଗାଁକୁ ଫେରୁଥିଲେ। ଏହି ସମୟରେ ଏକ ଜିପ୍ ଦ୍ରୁତ ଗତିରେ ଆସି କାର୍ ଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ୮ ଜଣ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଯୋଧପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking