25.1 C
Bhubaneswar
Friday, December 19, 2025
Homeଓଡିଶାମଣ୍ଡପରେ ପିଟି ହେଲା ବାଇକ୍: ୩ ମୃତ

ମଣ୍ଡପରେ ପିଟି ହେଲା ବାଇକ୍: ୩ ମୃତ

କୋଣାର୍କ: କୋଣାର୍କ କାକଟପୁର ରାସ୍ତା ବଢେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ ମଣ୍ଡପରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ୩ଜଣ ଯୁବକ ଏକ ବାଇକରେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ତ୍ରିନାଥ ମଣ୍ଡପରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତାହତମାନେ ଚାରି ଛକ ଅଞ୍ଚଳର ବୋଲି ଜଣାପଡିଛି। ପରେ ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking