25.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶମହାକୁମ୍ଭ ହେଲା ଜୀବନର ଶେଷଯାତ୍ରା: ଦୁର୍ଘଟଣାରେ ୧୦ ଶ୍ରଦ୍ଧାଳୁ ମୃତ

ମହାକୁମ୍ଭ ହେଲା ଜୀବନର ଶେଷଯାତ୍ରା: ଦୁର୍ଘଟଣାରେ ୧୦ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ: ମହାକୁମ୍ଭ ହେଲା ଜୀବନର ଶେଷଯାତ୍ରା। ପ୍ରୟାଗରାଜ ମିର୍ଜାପୁର ଏନଏଚ୍ ରେ ଭୟଙ୍କର ଦୁର୍ଘଟଣା ଘଟିଛି। ବସ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୧୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସକାଳୁ କିଛି ଶ୍ରଦ୍ଧାଳୁ ବୋଲେରୋ ଯୋଗେ ଛତିଶଗଡରୁ ମହାକୁମ୍ଭକୁ ଯାଉଥିଲେ। ବସରେ ଥିବା ୧୯ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking