27.1 C
Bhubaneswar
Sunday, October 20, 2024
Homeଓଡିଶାଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍

କେନ୍ଦ୍ରାପଡା: ଦୁଇ ଭାଇଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ବାଇକରେ ଯାଉଥିବାବେଳେ ଦୁଇ ଭାଇଙ୍କ ଉପରେ ଚଢିଗଲା ଟ୍ରକ । କେନ୍ଦ୍ରାପଡ଼ା ୫୩ ନମ୍ବର ଯଦୁପୁର ଗୋଡା ନିକଟରେ ଦୁର୍ଘଟଣା । ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି । ଘଟଣା ସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ଗୁରୁତର । ଦୁର୍ଘଟଣା ପରେ ଟ୍ରକଟି ଫେରାର ଥିବା ବେଳେ ମାର୍ଶାଘାଇ ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ୩୦ ସଙ୍ଗଠନର କର୍ମକର୍ତ୍ତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking