27.1 C
Bhubaneswar
Sunday, September 29, 2024
Homeଓଡିଶାଟ୍ରକ୍ ଧକ୍କାରେ ବାପ-ପୁଅଙ୍କ ମୃତ୍ୟୁ

ଟ୍ରକ୍ ଧକ୍କାରେ ବାପ-ପୁଅଙ୍କ ମୃତ୍ୟୁ

ପୂଆପଡ଼ା: ଟ୍ରକ୍‌-ବାଇନ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ବାପ-ପୁଅଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ନୂଆପଡ଼ା ଜିଲ୍ଲା ଲଖନା ଥାନା କୁଶଦହନା ଗାଁ’ ନିକଟରେ ଘଟିଛି । ୨ ମୃତକ କୋମନା ଥାନା ମିଛାପଲ୍ଲୀ ଗାଁ’ର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମହିଳାଙ୍କୁ ଗଳା କାଟି ହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking