25.1 C
Bhubaneswar
Tuesday, December 9, 2025
Homeଓଡିଶାଅଭିଳାଷ ପଣ୍ଡା ଭାରତୀୟ ଯୁବ ମୋର୍ଚ୍ଚା ସଭାପତି

ଅଭିଳାଷ ପଣ୍ଡା ଭାରତୀୟ ଯୁବ ମୋର୍ଚ୍ଚା ସଭାପତି

ଭୁବନେଶ୍ୱର: ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଭିଳାଷ ପଣ୍ଡା ହେଉଛନ୍ତି ଭାରତୀୟ ଯୁବ ମୋର୍ଚ୍ଚା ସଭାପତି । ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ହେଲେ ମହିଳା ମୋର୍ଚ୍ଚା ସଭାପତି । ଶୁଭାଂଶୁ ମୋହନ ପାଢୀ ହେଲେ କୃଷକ ମୋର୍ଚ୍ଚା ସଭାପତି । ସେହିପରି କାନ୍ଦେରା ସୋରେନ ହେଉଛନ୍ତି ଆଦିବାସୀ ମୋର୍ଚ୍ଚା ସଭାପତି । ବାଇଧର ମଲ୍ଲିକ ହେଉଛନ୍ତି ଏସସି ମୋର୍ଚ୍ଚା ସଭାପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking