29.1 C
Bhubaneswar
Monday, February 2, 2026
Homeଓଡିଶାକଟକରେ ‘ଆମ ବସ୍‌’ ଯାଞ୍ଚ

କଟକରେ ‘ଆମ ବସ୍‌’ ଯାଞ୍ଚ

କଟକ: ଭୁବନେଶ୍ୱରରେ ‘ଆମ ବସ୍‌’ ଦୁର୍ଘଟଣା ପରେ କଟକରେ ତତ୍ପରତା । ନରାଜ ସ୍ଥିତ ଡିପୋରେ ଆରଟିଓ ପକ୍ଷରୁ ‘ଆମ ବସ୍‌’ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଛି । ନିଶା ସେବନ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ଯାଞ୍ଚ ଚାଲିଛି । କଟକ ସହ ପରିବହନ ବିଭାଗ ପକ୍ଷରୁ ରାଉରକେଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି କରାଯାଇଛି । ୩ଟି ଟିମ୍‌ରେ ବିଭକ୍ତ ହୋଇ ଯାଞ୍ଚ କରୁଛନ୍ତି ପରିବହନ କର୍ମଚାରୀ । ଅନ୍ୟପଟେ, ଭୁବନେଶ୍ୱରରେ ବସ୍ ଫିଟନେସ୍‌, ଚାଳକ ସ୍ଥିତି ଓ ସଡକ ସୁରକ୍ଷା ନିୟମର ଯାଞ୍ଚ ଚାଲିଛି । ପରିବହନ କମିସନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ ଡିପୋରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରୁଛି । ଡିପୋ ବାହାରେ ପୋଲିସ ପକ୍ଷରୁ ବ୍ରେତ ଆନାଲାଇଜର ଜରିଆରେ ଯାଞ୍ଚ ଚାଲିଛି । ବିଭିନ୍ନ ଅଞ୍ଚଳରେ କମିଶନରେଟ୍ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଛି ।

ରାଉରକେଲାରେ ‘ଆମ ବସ୍‌’ ଯାଞ୍ଚ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking