ରାଉରକେଲାରେ ‘ଆମ ବସ୍‌’ ଯାଞ୍ଚ

ରାଉରକେଲା: ଭୁବନେଶ୍ୱରରେ ‘ଆମ ବସ୍‌’ ଦୁର୍ଘଟଣାକୁ ନେଇ ରାଉରକେଲାରେ ତତ୍ପରତା । ପରିବହନ ବିଭାଗ ପକ୍ଷରୁ ରାଉରକେଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି କରାଯାଇଛି । ୩ଟି ଟିମ୍‌ରେ ବିଭକ୍ତ ହୋଇ ଯାଞ୍ଚ କରୁଛନ୍ତି ପରିବହନ କର୍ମଚାରୀ । ଡ୍ରାଇଭରଙ୍କ ଲାଇସେନ୍ସ, ଗାଡି ଫିଟନେସ୍‌, ମଦ୍ୟପାନ ଆଦି ନେଇ ଯାଞ୍ଚ ଚାଲିଛି । ରାଉରକେଲାରେ ଚାଲୁଥିବା ସମସ୍ତ ୧୧୦ ବସ୍‌କୁ ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ, ଭୁବନେଶ୍ୱରରେ ବସ୍ ଫିଟନେସ୍‌, ଚାଳକ ସ୍ଥିତି ଓ … Continue reading ରାଉରକେଲାରେ ‘ଆମ ବସ୍‌’ ଯାଞ୍ଚ