22.1 C
Bhubaneswar
Monday, January 12, 2026
Homeଓଡିଶାସମୁଦ୍ରରେ ବୁଡି ଯୁବକ ନିଖୋଜ

ସମୁଦ୍ରରେ ବୁଡି ଯୁବକ ନିଖୋଜ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ବୁଡି ଯୁବକ ନିଖୋଜ। ଦିଗବାରେଣୀ ଛକ ନିକଟ ରେ ଘଟିଛି ଏମିତି ଘଟଣା । ସମୁଦ୍ରରେ ଗାଧେଇବା ବେଳେ ଏମିତି ଅଘଟଣ ଘଟିଥିବାର ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାଇ, ନିଖୋଜ ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଉତ୍ତମପୁର ଗାଁ ର । ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ ଘଟିଛି ଏମିତି ଅଭାବନୀୟ ଘଟଣା ତେବେ ଖୋଜା ଖୋଜି ଜାରି ରହିଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking